ଅନ୍ତର୍ଜାତୀୟ

ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି

ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏଥିରେ ୧୪୫ଟି ଦେଶକୁ ୬୦ଟି ପ୍ରମୁଖ ତଥ୍ୟ ଆଧାରରେ ତୁଳନା କରାଯାଇଛି ବୋଲି ଦାବି କରାଯାଇଛି।

ଏହି ଆଧାରରେ ୧୪୫ ଦେଶର ସାମରିକ ଶକ୍ତି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ, ସାମରିକ ଶକ୍ତି ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଚାଇନା ତୃତୀୟ ସ୍ଥାନରେ ରହିଛି।

Related Articles

Back to top button