ମନୋରଞ୍ଜନ

ପୁଣିଥରେ ଅଙ୍କିତା ଲୋଖଣ୍ଡେଙ୍କର ଏକ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ସାମ୍ନାକୁ ଆସିଛି

ପୁଣିଥରେ ଅଙ୍କିତା ଲୋଖଣ୍ଡେଙ୍କର ଏକ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ସାମ୍ନାକୁ ଆସିଛି। ଏହା ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଏହା ସତ୍ୟ ଯେ ଅଙ୍କିତା ତୃତୀୟ ଥର ପାଇଁ ବିବାହ କରିଛନ୍ତି।

ଏହାର ପ୍ରମାଣ ମଧ୍ୟ ଅଛି। ତାଙ୍କର ବିବାହର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button