କ୍ରୀଡ଼ା

ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି

ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଆଡାମ ଜାମ୍ପା ଆଇପିଏଲରୁ ଓହରି ଯାଇଛନ୍ତି।

ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ରହିଛି। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଜୟପୁରରେ ଖେଳାଯିବ। ଅଷ୍ଟ୍ରେଲୀୟ ଖେଳାଳି ଆଡାମ ଜାମ୍ପାଙ୍କୁ ୧.୫୦ କୋଟିରେ ରାଜସ୍ଥାନ ଦଳ କିଣିଥିଲା। ରାଜସ୍ଥାନ ଏପର୍ଯ୍ୟନ୍ତ ଜାମ୍ପାଙ୍କ ସ୍ଥାନରେ ନୂଆ ଖେଳାଳି ଘୋଷଣା କରିନାହାଁନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com