କ୍ରୀଡ଼ା

ଶ୍ରେୟସ ଆୟର ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିସ୍ଫୋରକ ଶତକ

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ପ୍ରଥମ ୮୪ ବଲରେ ଶତକ ହାସଲ କରିଥିଲେ।

ଏହାପରେ ସେ ଶେଷ ଯାଏ ୯୩ ବଲରେ ୧୨୮ ରନ କରି ଅପରାଜିତ ରହିଥିଲେ। ଏବେ ଶ୍ରେୟସ ଆୟର ୪ର୍ଥ ଭାରତୀୟ ଭାବେ ଚିନ୍ନାସ୍ୱାମୀରେ ଶତକ ହାସଲ କରି ସଚିନ, ରୋହିତ ଓ ୟୁସୁଫଙ୍କ କ୍ଲବରେ ନିଜକୁ ସାମିଲ କରିନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com