କ୍ରୀଡ଼ା

ଲଖନଉ ସୁପର ଜିଆଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ପୂର୍ବରୁ କେ.ଏଲ୍ ରାହୁଲଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି

ଲଖନଉ ସୁପର ଜିଆଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ପୂର୍ବରୁ କେ.ଏଲ୍ ରାହୁଲଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ରାହୁଲ ଓ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ରାହୁଲ ତାଙ୍କ ଟ୍ରେନିଂ ଜର୍ସିରେ ନଜର ଆସିଛନ୍ତି, ଅନ୍ୟପଟେ ଆଥିଆ ରାହୁଲଙ୍କ ଦଳର ଜର୍ସି ପିନ୍ଧିଥିଲେ | ଉଭୟ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com