ମନୋରଞ୍ଜନ

ନିକଟରେ ବଲିଉଡ ଜଗତରେ ସୁନ୍ଦର ପ୍ରଦର୍ଶନ କରିଛି ‘ଆନିମଲ’ ଏବଂ ‘ଫାଇଟର’ ଭଳି ସିନେମା

ନିକଟରେ ବଲିଉଡ ଜଗତରେ ସୁନ୍ଦର ପ୍ରଦର୍ଶନ କରିଛି ‘ଆନିମଲ’ ଏବଂ ‘ଫାଇଟର’ ଭଳି ସିନେମା । ଉଭୟ ଚଳଚ୍ଚିତ୍ରରେ ଭେଟେରାନ ଆକ୍ଟର ଅନୀଲ କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।

କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ପ୍ରକୃତ ଘଟଣା ହେଉଛି, ୨୩ ବର୍ଷ ପରେ ପଲିଟିକାଲ ଥ୍ରୀଲର ମୋଭି ‘ନାୟକ’ର ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com