ଜାତୀୟ

ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୧୦ମ ସମନ ଦେବା ପାଇଁ ଇଡି ଟିମ୍ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା

ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୧୦ମ ସମନ ଦେବା ପାଇଁ ଇଡି ଟିମ୍ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା।

ଏହି ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ୯ଟି ସମନ ଜାରି କରିଥିଲେ ମଧ୍ୟ ସେ ଥରେ ବି ହାଜର ହୋଇନାହାନ୍ତି। କିନ୍ତୁ ୧୦ମ ସମନ ଦେବା ପରେ ତାଙ୍କ ଉପରେ ଗିରଫଦାରିର ଖଣ୍ଡା ଝୁଲିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com