ଜାତୀୟ

ହିମାଚଳ ପ୍ରଦେଶରେ ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି

ହିମାଚଳ ପ୍ରଦେଶରେ ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ଏପରିକି ପ୍ରଦେଶରେ ଏକପ୍ରକାର କ୍ଷମତା କନ୍ଦଳ ଦେଖାଦେଇଛି।

ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୫ ଦିନ ପରେ ହିମାଚଳ ଫେରିଥିବା ୩ ସ୍ବାଧୀନ ବିଧାୟକ ବିଧାନସଭା ସଚିବଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com