ଓଡ଼ିଶା

ରାତିରେ ହାତୀଙ୍କୁ ଜଗୁଛି ଡ୍ରୋନ

ରାତିରେ ହାତୀଙ୍କୁ ଜଗୁଛି ଡ୍ରୋନ। ବନବିଭାଗ ତରଫରୁ ଏପରି ନିଆରା ପ୍ରୟାସ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ପ୍ରାଣହାନୀ ହେଉଥିବା ସହ ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି।

ଏହାକୁ ଆଖି ଆଗରେ ରଖି କୋଇଡ଼ା ବନାଞ୍ଚଳ ତରଫରୁ ରାତି ସମୟରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com