ଜାତୀୟ

ବିଶାଖାପଟନ ବନ୍ଦରରୁ ଧରା ପଡ଼ିଛି ୨୫ ହଜାର କେଜି ଓଜନର ଡ୍ରଗ୍ସ

ବିଶାଖାପଟନ ବନ୍ଦରରୁ ଧରା ପଡ଼ିଛି ୨୫ ହଜାର କେଜି ଓଜନର ଡ୍ରଗ୍ସ। ବିଶାଖାପଟନମ କଷ୍ଟମ୍ସ ବିଭାଗ ସହାୟତାରେ ସିବିଆଇ ଏତେ ପରିମାଣର ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିଛି।

ଏଥିସହ କଣ୍ଟେନର ଜବତ କରିଛି। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଡ୍ରଗ୍ସ ରାକେଟକୁ ଧରିବା ପାଇଁ ‘ଅପରେସନ୍ ଗରୁଡ’ ଆରମ୍ଭ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com