Featuredଜାତୀୟ

ଛାତ୍ରୀଙ୍କୁ ସରକାର ଦେବେ ୫୦ ହଜାର ଟଙ୍କା ! ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ଝିଅମାନଙ୍କୁ ଶିକ୍ଷା ପ୍ରତି ଉତ୍ସାହିତ କରିବା ପାଇଁ ସରକାର ୫୦,୦୦୦ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଯେଉଁମାନେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

ବିହାରର ବାଲିକା ସ୍ନାତକ ପ୍ରତ୍ସାହାନ ଯୋଜନା ଅଧୀନରେ ଛାତ୍ରୀମାନଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି। ପୂର୍ବରୁ ଏହି ପରିମାଣ ୨୫ ହଜାର ଟଙ୍କା ଥିଲା । ଏହି ଟଙ୍କା ଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯାଏ ।

ଏହି ସୁବିଧା କେବଳ ସେହି ଛାତ୍ରୀମାନଙ୍କ ପାଇଁ, ଯେଉଁମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କଲେଜରୁ ସ୍ନାତକ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ଯୋଜନା ପାଇଁ ଶିକ୍ଷା ବିଭାଗ ପ୍ରାୟ ୪୦ କୋଟି ଟଙ୍କା ବେୟବରାଦ କରିଛି।

ଏହି ଯୋଜନାରେ ଆବେଦନ କରୁଥିବା ଛାତ୍ରଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ। ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ, ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବା ଆବଶ୍ୟକ । ଅନଲାଇନ୍ ପଞ୍ଜୀକରଣ ପାଇଁ, ଆପଣଙ୍କୁ http://edudbt.bih.nic.in/ ପରିଦର୍ଶନ କରିବାକୁ ପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com