ଅନ୍ତର୍ଜାତୀୟ

ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି

ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍‌ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର ପ୍ରାନୋଓ୍ବୋଙ୍କୁ ୧୬.୫ ପ୍ରତିଶତ ଭୋଟ ମିଳିଛି। ବିଶ୍ୱର ତୃତୀୟ ବୃହତ୍‌ ଗଣତନ୍ତ୍ର ଇଣ୍ଡୋନେସିଆରେ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Related Articles

Back to top button