ଓଡ଼ିଶା

ରେକର୍ଡ ଡ୍ୟାନ୍ସ ଓ ମେଲୋଡି ସରିଲା। ହେଲେ ନାଟକ ଆରମ୍ଭ ହେବାରେ ବିଳମ୍ୱ ହେଲା

ରେକର୍ଡ ଡ୍ୟାନ୍ସ ଓ ମେଲୋଡି ସରିଲା। ହେଲେ ନାଟକ ଆରମ୍ଭ ହେବାରେ ବିଳମ୍ୱ ହେଲା। ଯେଉଁଥିପାଇଁ ତାତିଲେ ଦର୍ଶକ। ଆକାଶରେ ଉଡିଲା ପ୍ଲାଷ୍ଟିକ୍‌ ଚେୟାର। ଭାଙ୍ଗିଲା ଷ୍ଟେଜରେ ଲାଗିଥିବା ଲାଇଟ୍‌।

ପୁଲିସ୍‌ ମଧ୍ୟ ନାକେଦମ୍‌ ହେଲା। ହେଲେ ଶେଷରେ ବନ୍ଦ ହେଲା ଯାତ୍ରା। ଶୁକ୍ରବାର ବିଳମ୍ୱିତ ରାତିରେ ଏପରି ଦୃଶ୍ୟ କଟକ ଜିଲ୍ଲା ବଡମ୍ବା ଯୋଡୁମରେ ଦେଖିବାକୁ ମିଳିଛି।

Related Articles

Back to top button