ଓଡ଼ିଶା

ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍

ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍ । ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଥିବା ପୁରୁଣା ତଥା ବିରାଟ ନାଳ ଉପରେ ଚାଲିଥିବା ସରକାରଙ୍କ ସ୍ବପ୍ନର ବକ୍ସଡ୍ରେନ ଓ ସୁନ୍ଦର ରାସ୍ତାର କାମ ମାର୍ଚ୍ଚ ୩୧ ତାରିଖରେ ସରିବ ।

କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ବକ୍ସଡ୍ରେନ ଉପରେ ହେଉଥିବା ନୂଆ ବ୍ରିଜ କାମର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com