ଓଡ଼ିଶା

ରାଜ୍ୟର ଆଉ ୭ ଜିଲ୍ଲାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

ରାଜ୍ୟର ଆଉ ୭ ଜିଲ୍ଲାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର । କାର୍ଯ୍ୟକ୍ଷମ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ୨୦ ଶଯ୍ୟା ବିଶିଷ୍ଟ ଏଆରସି ସ୍ଥାପନ କରାଯିବ।

ଫଳରେ ସରକାରଙ୍କ ଠାରୁ ବିନାମୂଲ୍ୟରେ କୃତ୍ରିମ ଅଙ୍ଗ ପାଇବା ପାଇଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆଉ ଭୁବନେଶ୍ୱର, କେନ୍ଦୁଝର କିମ୍ବା ସୁନ୍ଦରଗଡ଼ ଯିବାକୁ ପଡ଼ିବନି। ମୟୂରଭଞ୍ଜ, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ୨୦ ଶଯ୍ୟା ବିଶିଷ୍ଟ ଏଆରସି ପ୍ରତିଷ୍ଠା କରାଯିବ।

Related Articles

Back to top button