ମନୋରଞ୍ଜନ

ରାଜେଶ କ୍ରିଷ୍ଣନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କ୍ରୁ’

ବର୍ତ୍ତମାନ ବଲିଉଡ ଅଭିନେତ୍ରୀମାନେ କେବଳ ପ୍ରେମ, ସ୍ନେହ ଏବଂ ରୋମାନ୍ସ ମଧ୍ୟରେ ଅଟକି ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜେଶ କ୍ରିଷ୍ଣନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କ୍ରୁ’।

ଏହି ଫିଲ୍ମରେ କୌଣସି ହିରୋ ନାହାନ୍ତି, କିନ୍ତୁ ବଲିଉଡ୍‌ର ତିନି ଜଣ ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର, ତବୁ ଏବଂ କ୍ରୀତି ସାନନ ଏହି ଫିଲ୍ମର ନେତୃତ୍ୱ ନେଇଛନ୍ତି। ଶେଷରେ ଫିଲ୍ମ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

Related Articles

Back to top button