ରାଜନୀତି
ନିର୍ବାଚନୀ ପ୍ରଚାର ପାଇଁ ପ୍ରତ୍ୟେକ ଲୋକସଭା ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଚୂଡାନ୍ତ ଥିବା ବେଳେ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ରହିଛି
ନିର୍ବାଚନୀ ପ୍ରଚାର ପାଇଁ ପ୍ରତ୍ୟେକ ଲୋକସଭା ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଚୂଡାନ୍ତ ଥିବା ବେଳେ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ରହିଛି ।
ଅଲ୍ପ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରଶାସିତ ଅଂଚଳରେ ସାଂସଦ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୭୫ ଲକ୍ଷ ଥିବା ବେଳେ ବିଧାୟକ ମାନଙ୍କ ପାଇଁ ୨୮ ଲକ୍ଷ ରହିଛି । ପ୍ରାଥମିକ ଭାବେ ଏହି ଖର୍ଚ୍ଚ ସୀମା ୨୫ ହଜାର ଥିବା ବେଳେ ପ୍ରତିଥର ନିର୍ବାଚନ ହେବା ସହ ଏହାର ସୀମା ବୃଦ୍ଧିପାଇ ଆଜି ୯୫ ଲକ୍ଷ ଟଙ୍କାରେ ଯାଏଁ ପହଂଚିଲାଣି ।