ଓଡ଼ିଶାରାଜନୀତି

ଗତ ଦୁଇ ଦିନଧରି ପୁରୀରେ କଂଗ୍ରେସ ଦଳ ତାର ମାନସ ମନ୍ଥନ ଜାରି ରଖିଥିବା ଜଣାପଡିଛି

ଗତ ଦୁଇ ଦିନଧରି ପୁରୀରେ କଂଗ୍ରେସ ଦଳ ତାର ମାନସ ମନ୍ଥନ ଜାରି ରଖିଥିବା ଜଣାପଡିଛି। ଖୁବ ଶୀଘ୍ର କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି PCC ସଭାପତି ମତ ରଖିଛନ୍ତି।

AICC ର ମାର୍ଗଦର୍ଶିକା ଅନୁସାରେ ସ୍ୱତନ୍ତ୍ର ପ୍ରଗମନ ଆପ ଦ୍ୱାରା କର୍ମୀ ମାନେ ଯୋଡି ହେବ ସହ ସେମାନଙ୍କର ନିର୍ବାଚନ ଲଢ଼ିବା ନେଇ ଦକ୍ଷତା ଓ ଲୋକ ସମ୍ପର୍କ ଆଦି କୁ ଦେଖି ପ୍ରାର୍ଥୀ ଚୟନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com