ଓଡ଼ିଶା

ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ

ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ’। ଜଣେ ଗ୍ରାହକଙ୍କୁ ଦଣ୍ଡ, ସହାୟତା ଓ ହଇରାଣ ବାବଦରେ ୬୮,୭୦୦ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀ ଗ୍ରାହକ ହେଉଛନ୍ତି ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ। ବାରମ୍ବାର ଟିଭି ଖରାପ ହେବା ପରେ ମଧ୍ୟ ଠିକ ନହେବାରୁ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com