ଜାତୀୟ

ପାନକାର୍ଡ ମାଧ୍ୟମରେ ଅନେକ ସମୟରେ ଠକେଇ ହେଉଛି

ପାନକାର୍ଡ ମାଧ୍ୟମରେ ଅନେକ ସମୟରେ ଠକେଇ ହେଉଛି । ଏବେ ଗ୍ୱାଲିୟରର ଜଣେ କଲେଜ ଛାତ୍ରଙ୍କ ସହ ହୋଇଥିବା ଠକେଇ ଏବେ ସମସ୍ତଙ୍କୁ ଚକିତ କରିଛି ।

ଗ୍ୱାଲିୟର ଜୀବାଜୀ ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରମୋଦ ଦଣ୍ଡତିଆଙ୍କୁ ଆୟକର ବିଭାଗ ୪୬ କୋଟି ଟଙ୍କାର ନୋଟିସ ପଠାଇଛି । ଯେଉଁ ପ୍ରମୋଦଙ୍କ ପାଖରେ କଲେଜ ଫିସ ଦେବାକୁ ଟଙ୍କାର ଅଭାବ, ସେ ଏବେ ୪୬ କୋଟି ଟଙ୍କା କିଭଳି ଦେବ ତାହା ଚିନ୍ତାରେ ପକାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com