ଜାତୀୟ

ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ

ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ । ଆରମ୍ଭରୁ ଅସମ୍ଭାଳ ହେବ ତାତି । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା । ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ସ୍ବାଭାବିକ ଦିନ ଠାରୁ ଅଧିକ ଦିନ ହିଟ୍ଓ୍ବେଭ୍ ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି ।

ସିଜିନାଲ ଫୋରକାଷ୍ଟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜାରି ହୋଇଥିବା ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପାଇଁ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com