Breaking Newsଜାତୀୟ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ପଠାଇଲା ନୋଟିସ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ପଠାଇଲା ନୋଟିସ । ଏହାକୁ ମିଶାଇ ଇଡି କେଜ୍ରିଓ୍ବାଲଙ୍କୁ ୯ ଥର ସମନ ପଠାଇ ସାରିଲାଣି ।

ମେ’ ୨୧ ତାରିଖରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ କୁହାଯାଇଛି । ଗତ ନୋଟିସରେ ହାଜର ନହେବା ମାମଲାରେ ଶନିବାର ଦିଲ୍ଲୀର ଏକ କୋର୍ଟରୁ ତାଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ରବିବାର ପୁଣି ତାଙ୍କୁ ନୋଟିସ ଜାରି କରିଛି ଇଡି ।

Related Articles

Back to top button
WP Twitter Auto Publish Powered By : XYZScripts.com