ଜାତୀୟ

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ। ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ଫେବୃଆରୀ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାର ଉପରେ ନିଷ୍ପତ୍ତି ନେଇଛି।

ଗୁରୁବାର ପୂର୍ବାହ୍ନ ୧୦ ଟାରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏମପିସିର ନିଷ୍ପତ୍ତି ଘୋଷଣା କରିଛନ୍ତି। ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଷଷ୍ଠ ଥର ପାଇଁ ଆରବିଆଇ ଏମପିସି ରେପୋ ହାରକୁ ଅପରିବର୍ତ୍ତିତ କରି ୬.୫ ପ୍ରତିଶତରେ ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com