ଜାତୀୟ

ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି

ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି। ସଂସଦର ଲୋକସଭାରେ ଶୀତକାଳୀନ ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏକ ଲିଖିତ ଉତ୍ତର ଦେଇଛନ୍ତି।

ତନ୍ମଧ୍ୟରୁ ୮୦ହଜାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ଅଛି।୫,୦୮,୮୫,୮୫୬ମାମଲାରୁ ଡିସେମ୍ବର ୧ପର୍ଯ୍ୟନ୍ତ ୬୧ଲକ୍ଷରୁ ଅଧିକ ମାମଲା ୨୫ଟି ହାଇକୋର୍ଟରେ ଲମ୍ବିତ ଅଛି। ଜିଲା ଓ ତଳ କୋର୍ଟରେ ୪.୪୬କୋଟି ମାମଲା ଲମ୍ବିତ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com