ଓଡ଼ିଶା

ହିନ୍ଦୁ ସଂସ୍କୃତି, ପରମ୍ପରାରେ ଦୋଳ ଉତ୍ସବର ବିଶେଷ ମହତ୍ୱ ରହିଛି

ହିନ୍ଦୁ ସଂସ୍କୃତି, ପରମ୍ପରାରେ ଦୋଳ ଉତ୍ସବର ବିଶେଷ ମହତ୍ୱ ରହିଛି। ଦୋଳ ପୂର୍ଣ୍ଣମୀ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ଦୋଳ ମେଳଣ ଚାଲିଛି।

ରବିବାର ଠାରୁ ଗୁରୁଜଙ୍ଗ ପଂଚୁ ଦୋଳ ମେଳଣ ଆରମ୍ଭ ହୋଇଛି। ବୁଧବାର ରାତିରେ ଦୋଳରେ ଠାକୁର ଫଗୁ ଖେଳି ନିଜ ନିଜ ଗାଁକୁ ବାହୁଡିବେ।

Related Articles

Back to top button