ରାଜନୀତି

କଂଗ୍ରେସରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପରିବାରକୁ ଅବହେଳା ଅଭିଯୋଗ

କଂଗ୍ରେସରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପରିବାରକୁ ଅବହେଳା ଅଭିଯୋଗ । ଶିଶିର ଗମାଙ୍ଗଙ୍କ ପରେ ମୁହଁ ଖୋଲିଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ଵାଳ ।

ଟିକେଟ ନମିଳିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅମିତା । ଅମିତା କହିଛନ୍ତି, ପ୍ରାର୍ଥୀ ତାଲିକାର ସର୍ଟଲିଷ୍ଟରେ ମୋ ନାଁ ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କାହିଁକି କାଟିଦିଆଗଲା ତାହା ଜଣାନାହିଁ । ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com