ଜାତୀୟ

ହୋଟେଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଦମ୍ପତିଙ୍କ ମୃତଦେହ

ହୋଟେଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଦମ୍ପତିଙ୍କ ମୃତଦେହ। ଏଥିସହ ତାଙ୍କର ଜଣେ ବନ୍ଧୁଙ୍କ ମଧ୍ୟ ମୃତଦେହ ଉଦ୍ଧାର ହୋଇଛି। ଅରୁଣାଚଳ ପ୍ରଦେଶର ଏକ ହୋଟେଲ ଭିତରୁ ଏହି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏମାନଙ୍କ ମୃତ୍ୟୁ ପଛରେ ଗୁଣି ଗରେଡି ସନ୍ଦେହ କରାଯାଇଛି। ପୁଲିସ ସୂଚନା ମୁତାବକ, ମୃତ ଦମ୍ପତି ହେଉଛନ୍ତି କେରଳ ଥିରୁବନ୍ତପୁରମର ନବୀନ ଓ ତାଙ୍କ ପତ୍ନୀ ଦେବୀ।

Related Articles

Back to top button