ଏକ ସାକ୍ଷାତକାରେ କଙ୍ଗନା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, ରାହୁଲ ଯେଉଁ ଝିଅଙ୍କୁ ଭଲ ପାଉଥିଲେ ତାଙ୍କୁ ବାହା ହୋଇ ପାରିଲେ ନାହିଁ।
ତେଣୁ ସେ ରାଜନୀତିକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି। ସେଥିପାଇଁ ସେ କୌଣସି ଝିଅଙ୍କୁ ବିବାହ କରିନାହାନ୍ତି।ଦୁହିଁଙ୍କ ରାଜନୀତିରେ କୌଣସି ଭବିଷ୍ୟତ ନାହିଁ ବୋଲି ମୁଁ ଅନୁଭବ କରେ।