ମନୋରଞ୍ଜନ

ବଲିଉଡରେ କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ କେତେ କୋଟିର ଘରେ ରହୁଛନ୍ତି ଆପଣ ଜାଣନ୍ତି କି?

ବଲିଉଡରେ କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ କେତେ କୋଟିର ଘରେ ରହୁଛନ୍ତି ଆପଣ ଜାଣନ୍ତି କି? ଶାହରୁଖ ରହୁଥିବା ଘରର ନାମ ମନ୍ନତ ରଖାଯାଇଥିବା ବେଳେ ଅନେକଙ୍କ ପାଇଁ ଏହା ଦର୍ଶନୀୟ ସ୍ଥାନ ଅଟେ। ଜାତୀୟ ଗଣମାଧ୍ୟମ ମୁତାବକ, ଏହି ଘରର ଦାମ ୨୦୦କୋଟି ଟଙ୍କା।

କେବଳ ସେତିକି ନୁହେଁ। ୨୦୦କୋଟିର ଘର ପାଇଁ ଶାହରୁଖ ମାସକୁ ପ୍ରାୟ ୪୩-୪୫ଲକ୍ଷ ଟଙ୍କାର ବିଜୁଳି ବିଲ୍ ଦିଅନ୍ତି।

Related Articles

Back to top button