ଜାତୀୟ

ମାଇକ୍ରୋସଫ୍ଟ ତରଫରୁ ଚେତାବନୀ ଦିଆଯାଇଛି କି, ଚୀନ ଏଆଇ ସହାୟାତରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି

ମାଇକ୍ରୋସଫ୍ଟ ତରଫରୁ ଚେତାବନୀ ଦିଆଯାଇଛି କି, ଚୀନ ଏଆଇ ସହାୟାତରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ।

କେବଳ ଭାରତ ନୁହେଁ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଓ ଦକ୍ଷିଣ କୋରିଆର ସାଧାରଣ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାକୁ ଚୀନ ଚେଷ୍ଟା ଚଳାଇଛି । ଏହି ଚେତାବନୀ ସେତେବେଳେ ଆସିଛି ଯେତେବେଳେ କି, ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଚୀନ ଏଆଇ ସହାୟତାରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com