ଜାତୀୟ

ଦିଲ୍ଲୀ ଲିକର ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି

ଦିଲ୍ଲୀ ଲିକର ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮ ଏପ୍ରିଲରେ ହେବ। ଉଭୟ ଇଡି ଏବଂ ସିବିଆଇ ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଦ୍ୱିତୀୟ ଜାମିନ ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହୋଇଥିଲା।

Related Articles

Back to top button