ମନୋରଞ୍ଜନ

‘ଆନିମଲ୍’ ଫିଲ୍ମ ରିଲିଜ୍ ହେବା ସହିତ ବବି ଦେଓଲଙ୍କ ‘ଏଣ୍ଟ୍ରି’ ଗୀତ ଏବେ ଖୁବ୍ ଚର୍ଚ୍ଚାରେ ରହିଛି

‘ଆନିମଲ୍’ ଫିଲ୍ମ ରିଲିଜ୍ ହେବା ସହିତ ବବି ଦେଓଲଙ୍କ ‘ଏଣ୍ଟ୍ରି’ ଗୀତ ଏବେ ଖୁବ୍ ଚର୍ଚ୍ଚାରେ ରହିଛି ।ସୋସିଆଲ୍ ମିଡିଆରେ ବର୍ତ୍ତମାନ ସମସ୍ତେ ଏହି ଗୀତକୁ ନେଇ ଭିଡିଓ କରୁଛନ୍ତି।

ତେବେ ବବି ଦେଓଲଙ୍କ ସାବତ ଭଉଣୀ ତଥା ବଲିଉଡ୍ ଅଭିନେତ୍ରୀ ଇଶା ଦେଓଲ ମଧ୍ୟ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଇଶା ଦେଓଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଏହି ଗୀତରେ ପ୍ରାକ୍ଟିସ୍‌ କରୁଥିବାର ଦେଖିବାକୁ ମିଳିଛି।

Related Articles

Back to top button