ଓଡ଼ିଶା
ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ
ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ। ତାଙ୍କ ପାଇଁ କାମ ନକଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ଫୋନରେ ଦେଉଛନ୍ତି ଧମକ।
ଏଭଳି ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛି ବିଜେଡି। ଏନେଇ ବିଜେଡି ମୁଖ୍ଯ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି।