ଓଡ଼ିଶା
କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି
କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ ।
ମଲା ଯାଏଁ କଂଗ୍ରେସରେ ରହିବି। ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି । ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ଅଛି । ପୁଅ ପାଇଁ ପ୍ରଚାର କରିବି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।