ଜାତୀୟ

ଜାହାଜ ବୁଡ଼ି ୯୦ ରୁ ଅଧିକ ମୃତ

ଜାହାଜ ବୁଡ଼ି ୯୦ ରୁ ଅଧିକ ମୃତ । ମୋଜାମ୍ବିକରେ ଘଟିଛି ଘଟଣା । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା ।

ଗତ ରବିବାର ଦିନ ଏହି ଘଟଣାଟି ଘଟିଥିଲା । ଜାହାଜରେ ଅଧିକ ଲୋକ ଥିଲେ । ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com