ଓଡ଼ିଶା

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି ଦିଲ୍ଲୀପ ରାୟ

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି ଦିଲ୍ଲୀପ ରାୟ । ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ଏନେଇ ଇସାରା ଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ।

କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ସେ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com