ଜାତୀୟରାଜନୀତି

ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ ଆମେଠିରୁ ଭାଜପା ପ୍ରାର୍ଥୀ ହୋଇଥିବା ଅରୁଣ ଗୋଭିଲଙ୍କୁ ଟାର୍ଗେଟ କରିଛନ୍ତି ନେହା ସିଂହ ରାଠୋର

ପ୍ରସିଦ୍ଧ ରାମାୟଣ ସିରିୟଲରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ ଆମେଠିରୁ ଭାଜପା ପ୍ରାର୍ଥୀ ହୋଇଥିବା ଅରୁଣ ଗୋଭିଲଙ୍କୁ ଟାର୍ଗେଟ କରିଛନ୍ତି ନେହା ସିଂହ ରାଠୋର।

ସେ କହିଛନ୍ତି କି ଅରୁଣ ଗୋଭିଲ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନାମରେ ଭୋଟ ମାଗୁଛନ୍ତି।ଯାହାକି ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ଅଟେ।

Related Articles

Back to top button