ଓଡ଼ିଶା

ଏଣିକି ‘ଗ୍ରେଡେସନ’ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି ହେବ

ଏଣିକି ‘ଗ୍ରେଡେସନ’ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି ହେବ । ସମସ୍ତ ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ସମାନ ନୀତି ଆପଣାଇ ଗ୍ରେଡେସନ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କୁ ମାର୍କ ଦିଆଯିବ । ଉକ୍ତ ମାର୍କ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ମେଡିକାଲ ଅଫିସର୍ସ କ୍ୟାଡର ମ୍ୟାନେଜମେଣ୍ଟ‘ ନାମରେ ଏକ ୱେବସାଇଟ୍ ବିକଶିତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com