ଓଡ଼ିଶା

ଗତ କିଛି ବର୍ଷ ଭିତରେ ଓଡ଼ିଶା ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରଗତି ହୋଇଛି

ଗତ କିଛି ବର୍ଷ ଭିତରେ ଓଡ଼ିଶା ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଫଳରେ ଏହା ଦେଶର ତ୍ରୟୋଦଶ ବୃହତ୍‌ ଅର୍ଥନୀତି ଭାବେ ଉଭା ହୋଇଛି। ଏକ୍ଷେତ୍ରରେ ପଞ୍ଜାବ ଓ ବିହାରଠାରୁ ଓଡ଼ିଶା ଆଗରେ ରହିଛି।

୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ଏହି ସଫଳତା ମିଳିଥିବା ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗ୍‌ସର ଏକ ରିପୋର୍ଟରୁ ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com