ଜାତୀୟ
ପୁଲିସ କର୍ମଚାରୀଙ୍କ ବାବାଦକୁ ୧ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି
ଆପଣ ନିଜେ ଗୃହବନ୍ଦୀ ହେବା ପାଇଁ ଦାବି କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ପୁଲିସ ଦ୍ୱାରା ଆପଣଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏହି ସମୟରେ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ବାବାଦକୁ ୧ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଏହି ଟଙ୍କା ଆପଣଙ୍କୁ ହିଁ ଦେବାକୁ ପଡିବ। ଭୀମ କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ଥିବା ଏଲଗାର ପରିଷଦ ମୁଖ୍ୟ ଗୌତମ ନବଲଖାଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।