ଜାତୀୟରାଜନୀତି

ନୂଆଦିଲ୍ଲୀରୁ ନର୍ବାଚନ ଲଢ଼ିବେ କି ଖିଲାଡି କୁମାର

ନୂଆଦିଲ୍ଲୀରୁ ନର୍ବାଚନ ଲଢ଼ିବେ କି ଖିଲାଡି କୁମାର । ଏବେ ବିଜେପି ଲୋକସଭା ଆସନକୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି । ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ପରେ ବିଜେପି ଏବେ ପ୍ରତିନିଧିଙ୍କ ନାଁ ସର୍ଟଲିଷ୍ଟ କରୁଛି ।

ପାର୍ଟିର ନେତାମାନେ ବିଭିନ୍ନ ରାଜ୍ୟରୁ ଆଶାୟୀ ଥିବା ଲୋକଙ୍କ ନାଁ ଏକାଠି କରୁଛି । ଏ ନେଇ ବହୁତ ବୈଠକ ବି ହୋଇଛି । ଉତ୍ତର ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ଏବଂ ବାଂସୁରୀ ସ୍ବରାଜଙ୍କ ନାଁ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com