Featuredଜାତୀୟ

ଆସନ୍ତା ୩୧ ତାରିଖ ଦିନ ଅର୍ଥାତ ରବିବାର ଦିନ ବ୍ୟାଙ୍କ ଖୋଲା ରହିବ

ଆସନ୍ତା ୩୧ ତାରିଖ ଦିନ ଅର୍ଥାତ ରବିବାର ଦିନ ବ୍ୟାଙ୍କ ଖୋଲା ରହିବ । ସାଧାରଣ ଭାବେ ପ୍ରତି ରବିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ । ମାତ୍ର ଏଥର ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ମାର୍ଚ୍ଚ ୩୧ ରବିବାର ହୋଇଥିଲେ ହେଁ ଆର୍ଥିକ ବର୍ଷ ୨୦୨୩-୨୪ର ଅନ୍ତିମ ଦିନ କାରଣରୁ ସମସ୍ତ ବ୍ୟାଙ୍କ ସାମାନ୍ୟ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com