ଜାତୀୟ

ଖୁବ୍ ଶୀଘ୍ର ଭାରତୀୟ ନୌସେନା କର୍ମଚାରୀଙ୍କ ପାଇଁ ଜାରି ହେବ ଡ୍ରେସ୍ କୋଡ୍

ଖୁବ୍ ଶୀଘ୍ର ଭାରତୀୟ ନୌସେନା କର୍ମଚାରୀଙ୍କ ପାଇଁ ଜାରି ହେବ ଡ୍ରେସ୍ କୋଡ୍ । ବେଡରୁମ୍ ଓ ଅଫିସର୍ସ ମେସରେ ପାରମ୍ପରିକ ପୋଷାକ ପିନ୍ଧିଥିବାର ନଜର ଆସିବେ । ଏନେଇ ମିଳଛି ମଞ୍ଜୁରୀ ।

ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ଡ୍ରେସକୁ ନୌସେନାରେ ସାମିଲ କରାଯାଇଛି । ସୂଚନା ଥାଉକି ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟୀର ହରଦୀପ ସିଂହ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com