Featuredଜାତୀୟରାଜନୀତି

ଜୟରାମ ରମେଶଙ୍କୁ ୨ କୋଟି ଟଙ୍କାର ମାନହାନୀ ନୋଟିସ୍

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ମାନହାନୀ ନେଇ ଲିଗାଲ୍ ନୋଟିସ୍ପ ଠାଇଲେ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାବ ପାର୍ଟି(ଡିଡିଏପି) ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ । ଆଜାଦଙ୍କ ଆଇନ ପରାମର୍ଶଦାତା ନରେଶ କୁମାର ଗୁପ୍ତା ଏହି ନୋଟିସ ପଠାଇଛନ୍ତି।

ଜୟରାମ ରମେଶ ତାଙ୍କୁ, ଗୁଲାମ, ମୀର ଜାଫର ଓ ଭୋଟର କଟର କହିଥିବାରୁ ଗୁଲାମନବୀ ଆଜାଦ ତାଙ୍କୁ ଲିଗାଲ ନୋଟିସ୍‌ ପଠାଇଛନ୍ତି। ଆଜାଦଙ୍କ ନିର୍ମଳଭାବ ମୂର୍ତ୍ତୀକୁ ବଦନାମ କରିବାକୁ ଚେଷ୍ଟା କରିଥିବାରୁ ନୋଟିସ୍‌ରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com