ଜାତୀୟ

ଦକ୍ଷିଣ ଭାରତ ସଂଗଠିତ ରିଟେଲର୍ସ ଆସୋସିଏସନ୍ ଆସନ୍ତା ୧ ମେ’ରୁ ତାରିଖରୁ ନିଜର ପ୍ରତିଷ୍ଠାନରେ ୱାନପ୍ଲସ୍ ପ୍ରଡକ୍ସ ବିକ୍ରି ବନ୍ଦ କରିବାକୁ ଧମକ ଦେଇଛି

ଦକ୍ଷିଣ ଭାରତ ସଂଗଠିତ ରିଟେଲର୍ସ ଆସୋସିଏସନ୍ ଆସନ୍ତା ୧ ମେ’ରୁ ତାରିଖରୁ ନିଜର ପ୍ରତିଷ୍ଠାନରେ ୱାନପ୍ଲସ୍ ପ୍ରଡକ୍ସ ବିକ୍ରି ବନ୍ଦ କରିବାକୁ ଧମକ ଦେଇଛି ।

କମ୍ପାନୀ ସହିତ ସମାଧାନ ହୋଇନଥିବା ବିବାଦ ହେତୁ ଓଆରଏ ଏହି ପଦକ୍ଷେପ ନେବାକୁ ଯାଉଛି । ୱାନପ୍ଲାସ ଟେକ୍ନୋଲୋଜି ଇଣ୍ଡିଆର ସେଲ୍ସ ଡାରେକ୍ଟର ରଞ୍ଜିତ ସିଂଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ, ଗତ ଏକ ବର୍ଷ ମଧ୍ୟରେ ରିଟେଲର ସଂଗଠନ ୱାନପ୍ଲସ ପ୍ରଡକ୍ଟ ବିକ୍ରିରେ ବହୁ ବାଧା ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com