ଜାତୀୟ

ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି

ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। କ୍ଷମତାରୁ ଦୂରେଇ ଯାଇଥିବା ବିଜେପି ଏହି ଘଟଣା ପାଇଁ ହିନ୍ଦୁ କାର୍ଡ ଖେଳିବା ସହ ଟିଏମସିକୁ ଟାର୍ଗେଟ କରିଛି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାଇରାଲ ଭିଡିଓ ଆଧାରରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି। ମକର ସଂକ୍ରାନ୍ତି ଉପଲକ୍ଷେ ପଶ୍ଚିମବଙ୍ଗରେ ଆୟୋଜିତ ହେଉଥିବା ଗଙ୍ଗା ସାଗର ମେଳାରେ ଯୋଗୁ ଦେବାକୁ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com