ଜାତୀୟ

ପୁଲିସ କର୍ମଚାରୀଙ୍କ ବାବାଦକୁ ୧ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି

ଆପଣ ନିଜେ ଗୃହବନ୍ଦୀ ହେବା ପାଇଁ ଦାବି କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ପୁଲିସ ଦ୍ୱାରା ଆପଣଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏହି ସମୟରେ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ବାବାଦକୁ ୧ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଏହି ଟଙ୍କା ଆପଣଙ୍କୁ ହିଁ ଦେବାକୁ ପଡିବ। ଭୀମ କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ଥିବା ଏଲଗାର ପରିଷଦ ମୁଖ୍ୟ ଗୌତମ ନବଲଖାଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Related Articles

Back to top button
WP Twitter Auto Publish Powered By : XYZScripts.com