ଜାତୀୟ

ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି

ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୁନା ଦର ବୁଲିଅନ୍ ବଜାରରେ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ମାତ୍ର ୭ ଦିନ ଭିତରେ ସୁନା ୪୫୮୦ ଟଙ୍କା ମହଙ୍ଗା ହୋଇଛି । ଅନ୍ୟପକ୍ଷରେ ରୂପାର ଦାମ୍ ୭୯୭୩ ଟଙ୍କା ବୃଦ୍ଧି ପାଇଛି । ମଙ୍ଗଳବାର ସାରା ଦେଶରେ ସୁନାର ୧୦ ଗ୍ରାମ ପ୍ରତି ହାରାହାରି ମୂଲ୍ୟ ଅଲ୍ ଟାଇମ୍ ହାଇ ୭୧୮୩୨ରେ ପହଞ୍ଚିଥିଲା ଓ ରୂପା କିଲୋଗ୍ରାମ ପିଛା ଦର ୮୨୧୦୦ରେ ପହଞ୍ଚିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com