ଜାତୀୟ

ଭାରତୀୟ ଜନତା ପାର୍ଟି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଭାରତୀୟ ଜନତା ପାର୍ଟି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପାର୍ଟି ଚଣ୍ଡୀଗଡ଼ରୁ ଅଭିନେତ୍ରୀ କିରନ୍ ଖେରଙ୍କ ଟିକେଟ୍ କାଟିଦେଇଛି । ତାଙ୍କ ସ୍ଥାନରେ ବିଜେପି ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି।

ଟଣ୍ଡନ୍ ହେଉଛନ୍ତି ଚଣ୍ଡିଗଡ଼ ବିଜେପିର ସଭାପତି। କିରନ୍ ଖେରଙ୍କ ଟିକେଟ୍ କଟାଯିବା ନେଇ ବିଷୟରେ କିଛି ଦିନ ପୂର୍ବରୁ ସଂକେତ ମିଳିଥିଲା। କିରନ୍ ଖେର ଦୁଇଥର ସାଂସଦ ହୋଇଛନ୍ତି। କିରଣ ୨୦୧୪ ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ଜିତିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com