ଅନ୍ତର୍ଜାତୀୟ

ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି

ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗର୍ଡ ପାର୍ଟିକଲର ଆବିଷ୍କାର ପାଇଁ ସେ ବେଶ ଜଣାଶୁଣା, ଯାହା ବିଗ ବିଙ୍ଗ ପରେ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହେଲା ତାହା ବ୍ୟାଖ୍ୟା କରିବାରେ ସାହାଯ୍ୟ କଲା।

ମୃତ୍ୟୁକୁ ନିଶ୍ଚିତ କରି ସ୍କଟଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ କହିଛି ଯେ, ସାମାନ୍ୟ ଅସୁସ୍ଥତା ସେ ଘରେ ମୃତୁବରଣ କରିଛନ୍ତି। ହିଗ୍ସ ପ୍ରାୟ ୫୦ ବର୍ଷ ଧରି ସ୍କଟିସ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com